Home Oriya Odia Dictionary

Download Oriya Odia Dictionary APP

Tepid Oriya Odia Meaning

ଅନୁତ୍ସାହୀ, ଉତ୍ସାହହୀନ, ଉଷୁମ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ

Definition

ଯେ କିଛି କାମ କରେ ନାହିଁ
ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
ଯାହା ବେଶି ଗରମ ନୁହେଁ
ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ

Example

କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
ଉଷୁମ ଜଳରେ ଗଳଗଳ କଲେ ଗଳାର ବ୍ୟଥା ଚାଲିଯାଏ
ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ