Home Oriya Odia Dictionary

Download Oriya Odia Dictionary APP

Termination Oriya Odia Meaning

କାର୍ଯ୍ୟ ପରିସମାପ୍ତି, କାର୍ଯ୍ୟ ପୂରଣ, କାର୍ଯ୍ୟ ସମାପନ, କାର୍ଯ୍ୟ ସମାପ୍ତି, ପରିଣତି, ପରିଣାମ, ପ୍ରତିଫଳ , ଫଳ

Definition

ସମାପ୍ତ ହେବା କ୍ରିୟା ବା ଭାବ
କୌଣସି କାର୍ଯ୍ୟଆଦିର ଶେଷ
ଗର୍ଭର ସନ୍ତାନକୁ ସଂପୂର୍ଣ୍ଣ ବୃଦ୍ଧିହେବା ପୂର୍ବରୁ ଗର୍ଭରୁ ବାହାର କରାଯିବା ପ୍ରକ୍ରିୟା
ଚାରିମାସରୁ କମ ଗର୍ଭରୁ ଖସିବାର କ୍ରିୟା

Example

ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି
ସିଡ଼ିରୁ ଖସିପଡ଼ିବା କାରଣରୁ ବୋହୂର ଗର୍ଭପାତ ହୋଇଗଲା
କେବେକେବେ ଆଘାତ ଆଦି ଲାଗିବା କାରଣରୁ