Home Oriya Odia Dictionary

Download Oriya Odia Dictionary APP

Terrestrial Oriya Odia Meaning

ଜାଗତିକ, ଥଳଚର, ଥଳବାସୀ, ଲୌକିକ, ସାଂସାରିକ, ସ୍ଥଳଚର, ସ୍ଥଳବାସୀ

Definition

ସଂସାର ସହ ସଂପର୍କ ରଖିବା ଲୋକ
ସ୍ଥଳଭାଗରେ ରହୁଥିବା ଜୀବ
ଯିଏ ସ୍ଥଳରେ ବାସ କରେ
ମାଟିର ଶିବଲିଙ୍ଗ
ପଞ୍ଚଭୂତରେ ତିଆରି

Example

ସାଂସାରିକ ଆନନ୍ଦ କ୍ଷଣଭଙ୍ଗୁର
ଗାଈ ଗୋଟିଏ ସ୍ଥଳଚର ପ୍ରାଣୀ
ମନୁଷ୍ୟ ସ୍ଥଳଚର ପ୍ରାଣୀ
ମୋ ମାଆ ସବୁଦିନେ ପାର୍ଥିବ ପୂଜା କରନ୍ତି
ଆମେସବୁ ପାର୍ଥିବ ବସ୍ତୁର ମୋହରେ ପଛୁ
ଏହି ଭୌତିକ