Home Oriya Odia Dictionary

Download Oriya Odia Dictionary APP

Terror Oriya Odia Meaning

ଆତଙ୍କ, ଭୟ

Definition

ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ଯେ ଉପଦ୍ରବ କରେ
ସଙ୍କଟର ଉଦେଶ୍ୟ ବା କାରଣ
ଦ୍ରୋଣାଚାର୍ଜ୍ୟଙ୍କର ଜଣେ ପୁତ୍ର
ମୁରଚ

Example

କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ଅଭିମତିଙ୍କ