Home Oriya Odia Dictionary

Download Oriya Odia Dictionary APP

Terrorism Oriya Odia Meaning

ଆତଙ୍କବାଦ

Definition

ଆପଣାର କୌଣସି ବଡ଼ ବା ଅତିବିରାଟ ଉଦ୍ଦେଶ୍ୟ ସିଦ୍ଧ କରିବା ନିମନ୍ତେ ଲୋକଙ୍କୁ ନିଜ ଶକ୍ତି ଦେଖାଇ ଅତ୍ୟନ୍ତ ଭୟଭୀତ କରି ରଖିବାର ସିଦ୍ଧାନ୍ତ
ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ମୁରଚଙ୍ଗର ଶ

Example

ପାକିସ୍ତାନ କାଶ୍ମୀରରେ ଆତଙ୍କବାଦକୁ ବଢ଼ାଇ ଦେଇଛି
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ବାଦକ ଆତଂକର ଲଘୁଗୁରୁ ତାଳ ସହିତ ନାଚୁଥିଲା