Theatre Oriya Odia Meaning
ଥିୟେଟର୍, ନାଟ୍ୟ ନିକେତନ, ନାଟ୍ୟଗୃହ, ନାଟ୍ୟମନ୍ଦିର, ନାଟ୍ୟଶାଳା, ରଙ୍ଗମଂଚ, ରଙ୍ଗାଳୟ
Definition
ନାଟ୍ୟଶାଳାଆଦିର ବିଶେଷ ସ୍ଥାନ ଯାହା ଉପରେ ଅଭିନେତା ଅଭିନେତ୍ରୀଆଦି ଅଭିନୟ କରନ୍ତି
ଯେଉଁ ଗୃହରେ ସିନେମାଦେଖା ହୁଏ
ଯେଉଁ ସ୍ଥାନ ବା ଗୃହରେ ନାଟକ ଅଭିନୀତ ହୁଏ
Example
ସେ ରଙ୍ଗମଞ୍ଚ ପାଖରେ ବସି ନାଟକକୁ ଉପଭୋଗ କରୁଛି
ଏ ସହରରେ ସାତଟି ସିନେମାହଲ୍ ଅଛି
ରଙ୍ଗମଂଚରେ ଆଜି ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ହେଉଛି
Cockamamy in Oriya OdiaBreak in Oriya OdiaTwo in Oriya OdiaCampaign in Oriya OdiaPart in Oriya OdiaInferiority in Oriya OdiaArtistic Creation in Oriya OdiaNationality in Oriya OdiaBombay in Oriya OdiaSurrounded in Oriya OdiaMotion in Oriya OdiaPresence in Oriya OdiaTag in Oriya OdiaVerbal Expression in Oriya OdiaAccepted in Oriya OdiaWretched in Oriya OdiaSpell in Oriya OdiaArm in Oriya OdiaCoax in Oriya OdiaVanish in Oriya Odia