Home Oriya Odia Dictionary

Download Oriya Odia Dictionary APP

Theology Oriya Odia Meaning

ଧର୍ମଶାସ୍ତ୍ର

Definition

ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
ବେଦର ଶେଷ ଭାଗ ଯେଉଁଥିରେ ଆତ୍ମା, ଈଶ୍ୱର, ଜଗତଆଦିର ବିବେଚନା କରାଯାଇଥାଏ
ଷଡ଼ ଦର୍ଶନ ମଧ୍ୟରୁ ଗୋଟିଏ ଦର୍ଶନ ଯେଉଁଥିରେ ପରମାର୍ଥିକ ସତ୍ତାର ବିବେଚନା କରାଯାଇଥାଏ
ପରମାର୍ଥର ଜ୍ଞ

Example

ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
ଉପନିଷଦ ତଥା ଆରଣ୍ୟକଆଦିକୁ ବେଦାନ୍ତ କୁହାଯାଏ
ଶ୍ରୀମାଙ୍କର ବେଦାନ୍ତ ସଂପର୍କରେ ସଂପୂର୍ଣ୍ଣ ଜ୍ଞାନ ରହିଛି
ବେଦ ,ଉପନିଷଦ ଆଦିର ବିଦ୍ୟା ପରାବିଦ୍ୟା
ବ୍ରହ୍ମବିଦ୍ୟା ଉପନିଷଦ ଯଜୁର୍ବେଦସହିତ ସମ୍ବନ୍ଧିତ
ସେ ଧର୍ମଶାସ୍ତ୍ରରେ ସ୍ନାତକ କରିଛନ୍ତି