Home Oriya Odia Dictionary

Download Oriya Odia Dictionary APP

Theory Oriya Odia Meaning

ପରିକଳ୍ପନା, ପ୍ରକଳ୍ପନା, ମତବାଦ, ସିଦ୍ଧାନ୍ତ

Definition

ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ
ବିଦ୍ୟା, କଳା ଆଦି ସମ୍ବନ୍ଧରେ କୌଣସି ବିଦ୍ୱାନଙ୍କଦ୍ୱାରା ପ୍ରତିପାଦିତ ଯେଉଁ ସିଦ୍ଧାନ୍ତକୁ ଅନେକ ଲୋକ ମାନିଥାନ୍ତି

Example

ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
ଡାରୱିନଙ୍କର କ୍ରମବିକାଶ ସିଦ୍ଧାନ୍ତ ଅନୁସାରେ ମଣିଷର ବି ଲାଞ୍ଜ ଥିଲା