Home Oriya Odia Dictionary

Download Oriya Odia Dictionary APP

Thick Oriya Odia Meaning

ଘନ, ମୋଟା, ସଘନ, ସୁଗଠିତ

Definition

ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
ଘୋଡ଼ା ଓ ସିଂହଆଦିଙ୍କ ବେକର ବାଳ
ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବା ବାଳ ଗୁଚ୍ଛ

Example

ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
ସିଂହର କେଶର ତାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ
ଆଜିକାଲି ଅଧିକାଂଶ ହିନ୍ଦୁ ମୁଣ୍ଡରେ ଶିଖା ରଖୁନାହାଁନ୍ତି
ତା ଚେହେରାଟି ଡୌଲ ଡାଉଲ