Home Oriya Odia Dictionary

Download Oriya Odia Dictionary APP

Thin Oriya Odia Meaning

ଅଘଞ୍ଚ, ଅଘନ, କ୍ଷୀଣ, ଦୁର୍ବଳ, ପତଳା

Definition

ହାଲୁକା ଓ ପତଳା ଦେହ ବା ଶରୀରବାଲା
ଯାହା ସଘନ ନୁହେଁ
ଯାହା ପରିମାଣରେ କମ୍‌
ଯାହା କମ୍‌ ଚଉଡା
ଯାହାର ଭାଉ ବା ଦାମ୍‌ କମିଯାଇଛି ବା ଖସିଯାଇଛି
ଯେଉଁଥିରେ ଜଳର ଅଂଶ ଅଧିକ
ଯେଉଁଥିରେ ମୁନ ଥାଏ
ଯେଉଁଥିରେ ଧାର ଅଛି
କାଟଛାଣ୍ଟ କରିବା

Example

ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ଆମେ ଅଘଞ୍ଚ ବଣରେ ପଶି ଆସିଲୁ
ବାରାଣସୀ ସଂର୍କୀର୍ଣ୍ଣ ଗଳିର ନଗରୀ
ମଇଁଷି ଅପେକ୍ଷା ଗାଈର ଦୁଧ ଅଧିକ ପତଳା
ଭାଲ ଗୋଟିଏ ମୁନିଆ ଅସ୍ତ୍ର