Home Oriya Odia Dictionary

Download Oriya Odia Dictionary APP

Thing Oriya Odia Meaning

ଚିଜ, ଜିନିଷ, ପଦାର୍ଥ, ବସ୍ତୁ, ମାମଲା

Definition

ଯେଉଁ ମନୋବୃତ୍ତି ଜଣଙ୍କୁ ଖୁବ୍‌ ଖରାପ ଭାବି ସବୁବେଳେ ତାଠାରୁ ଦୂରରେ ରହିବାପାଇଁ ପ୍ରେରଣା ଦିଏ
ଯାହା କରାଯାଏ
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
ଯାହାର ଆକାର ବା ରୂପ ଥାଏ ଏବଂ ଯାହା ସପିଣ୍ଡ ଓ ସଶରୀର ଯୁକ୍ତ
ବାସ୍ତବିକ ବା କଳ୍ପିତ ସତ୍ତା

Example

ସେ ସବୁବେଳେ ଭଲ କାମ ହିଁ କରେ
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ଦୁଗ୍ଧ ଏକ ପାନୀୟ ଦ୍ରବ୍ୟ
ବାୟୁ ଏକ ଅମୂର୍ତ ବସ୍ତୁ
ବର୍ଷା ହେଉନଥିବାରୁ ନଦୀରେ ପାଣି କମ୍‌ ହୋଇଯାଇଛି
ଇଟା, ସିମେଣ୍ଟଆଦି ଜିନି