Home Oriya Odia Dictionary

Download Oriya Odia Dictionary APP

Think Oriya Odia Meaning

ଅନୁସନ୍ଧାନ କରିବା, ଅନ୍ବେଷଣ କରିବା, ଚିନ୍ତାକରିବା, ବିଚାରକରିବା, ବୁଝିବା, ଭାବିବା, ମନେ ପଡିବା, ସ୍ମରଣ ହେବା

Definition

ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋଦଶା
କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
କଳ୍ପନା କରିବା
କୌଣସି ଦେଖା,ଶୁଣା ବା ଘଟିଥିବା କଥାକୁ ଧ୍ୟାନକୁ ଆଣିବା
ମନେ ପକାଇବାର କ୍ରିୟା

Example

ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବ