Home Oriya Odia Dictionary

Download Oriya Odia Dictionary APP

Thirty Oriya Odia Meaning

୩୦, ତିରିଶି

Definition

କୋଡ଼ିଏ ଓ ଦଶ
କୋଡ଼ିଏରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା

Example

ଆମର ଶ୍ରେଣୀରେ ମୋଟ ତିରିଶ ଜଣ ବିଦ୍ୟାର୍ଥୀ ଅଛନ୍ତି
ଦଶର ତିନି ଗୁଣ ତିରିଶ ହୁଏ