Home Oriya Odia Dictionary

Download Oriya Odia Dictionary APP

Thought Oriya Odia Meaning

ଅନୁଶୀଳନ, ଅଭିମତ, ଖିଆଲ, ଚିନ୍ତନ, ଚିନ୍ତା, ବିଚାର, ମତ, ମନନ, ରାୟ, ସମ୍ମତି

Definition

ବିଚାର କରିବା କ୍ରିୟା ବା ଭାବ
ମନରେ ଉତ୍ପନ୍ନ ହେଉଥିବା କଥା
କୌଣସି ବିଶେଷ ଧାର୍ମିକ ମତ ବା ଶାଖା
କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
କୌଣସି ବିଷୟ ଉପରେ ଆଧାରିତ

Example

ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା / ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା