Home Oriya Odia Dictionary

Download Oriya Odia Dictionary APP

Thresh Oriya Odia Meaning

ଅମଳ କରିବା

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କ୍ରୋଧପୂର୍ବକ ଓ ଟାଣକରି କୁହାଯାଉଥିବା କଥା
ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରି

Example

ବାପାଙ୍କ ଧମକ-ଚମକରେ ରାଗିଯାଇ ରାମ ଘର ଛାଡ଼ି ପଳାଇଲା
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
ମାଡ଼ ସହିସହି ସେ ପିଠିଆ ହୋଇଯାଇଛି/ ଆଜି ସେ ଖୁବ ବାଡ଼ିଆ ଖାଇବ
ଚାକରାଣୀକୁ ଦେଖି ମୁଁ ଅନୁ