Home Oriya Odia Dictionary

Download Oriya Odia Dictionary APP

Thrifty Oriya Odia Meaning

ମିତବ୍ୟୟୀ, ଯଥାଖର୍ଚ୍ଚୀ

Definition

ବୁଝିବିଚାରି ଖର୍ଚ୍ଚ କରୁଥିବା ବା ଅନାବଶ୍ୟକ ଖର୍ଚ୍ଚ କରୁନଥିବା ଲୋକ
ଯାହାର ଦାମ୍ କମ୍ ହୋଇଯାଇଛି

Example

ମିତବ୍ୟୟୀ ଲୋକ ଆର୍ଥିକ ସଂକଟରୁ ନିଜକୁ ରକ୍ଷା କରିପାରେ
ଏଠାରେ ଶସ୍ତା ଜିନିଷ ବିକ୍ରି ହୁଏ