Home Oriya Odia Dictionary

Download Oriya Odia Dictionary APP

Thrill Oriya Odia Meaning

କମ୍ପିତ ହେବା, କମ୍ପିବା, ଥରି ଉଠିବା, ଥରିବା, ପୁଲକ, ରୋମାଞ୍ଚ, ଲୋମହର୍ଷ

Definition

ଆବେଗକୁ ତୀବ୍ର କରିବାର କ୍ରିୟା ବା ଅବସ୍ଥା
ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି
ଏଭଳି ଆନନ୍ଦ ବା ଭୟ ଯେଉଁଥିରେ ଲୋମ ଛିଡ଼ା ହୋଇଯାଏ

Example

ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ମୁକୁଳ ଅତ୍ୟଧିକ ରୋମାଞ୍ଚ କାରଣରୁ କଥା କହି ପାରୁନଥିଲା