Home Oriya Odia Dictionary

Download Oriya Odia Dictionary APP

Thumb Oriya Odia Meaning

ବୁଢା ଆଙ୍ଗୁଠି

Definition

ହାତ ବା ପାଦ କଡ଼ରେ ଥିବା ସବୁଠୁ ମୋଟା ଆଙ୍ଗୁଳି
ଅପାଠୁଆ ଲୋକେ ଦସ୍ତଖତ ବଦଳରେ ଆଙ୍ଗୁଠିରେ କାଳି ଆଦି ଲଗାଇ କୋଣସି କାଗଜ ଉପରେ ଚାପି ଯେଉଁ ଚିହ୍ନ ଲଗାଇଥାନ୍ତି

Example

ଏକଲବ୍ୟ ଗୁରୁଦକ୍ଷିଣାରୂପେ ଦ୍ରୋଣାଚାର୍ଯ୍ୟଙ୍କୁ ନିଜ ହାତର ବୁଢ଼ାଆଙ୍ଗୁଠି କାଟି ଦେଇଦେଲେ
ଅଭିଲେଖ ରକ୍ଷକ ଗୋଟିଏ ବହିରେ ମେକୁର ଟିପ ଲଗାଇଲେ