Home Oriya Odia Dictionary

Download Oriya Odia Dictionary APP

Tickle Oriya Odia Meaning

କୁତୁ କୁତୁ, କୁତୁକୁତୁ କରିବା

Definition

ଏକ ମଧୁର ଅନୁଭୂତି ଯାହା ପାଖରେ ଥିବା କୋମଳ ଅଙ୍ଗକୁ ଛୁଇଁଲେ ବା ଆଉଁଷିଲେ ହୁଏ
ହସାଇବା ବା ଚିଡାଇବାପାଇଁ କାହାର ତଳିପାଦ, କାଖଆଦି କୋମଳ ଅଙ୍ଗକୁ ଆଉଁସିବା
ମଜା ବା କୌତୁକପାଇଁ ଚିଡ଼ାଇବା
କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା
କୁଣ

Example

ମତେ ଛୁଅଁ ନାହିଁ,ଛୁଇଁଲେ କୁତୁ କୁତୁ ଲାଗୁଛି
ମା’ ଛୁଆକୁ କୁତୁକୁତୁ କରୁଛନ୍ତି
ରାମୁ ସର୍ବଦା ଜେଜେଙ୍କୁ କୁତୁକୁତୁ କରେ
ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା
ଶରୀର ଅପରିଷ୍କାର ରହିଲେ କୁଣ୍ଡିଆ ହୁଏ
ବିଦେଶରୁ ଆସିଥିବା ପତିକୁ ଦେଖି