Tidy Up Oriya Odia Meaning
ସଜାଡିବା, ସୁବ୍ୟବସ୍ଥିତ କରିବା
Definition
ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ଦୋଷ,ତ୍ରୁଟି ଆଦି ଦୂରକରି ଠିକ୍ ବା ଭଲ ଅବସ୍ଥାକୁ ଆଣିବା ବା ଠିକ୍ କରି କାମରେ ଲଗେଇବା ଯୋଗ୍ୟ କରାଇବା
ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା
Example
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ଶିକ୍ଷକ ଆମ ଲେଖାକୁ ସଂଶୋଧନ କରୁଛନ୍ତି
କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି
Birr in Oriya OdiaBiannual in Oriya OdiaKicking in Oriya OdiaArterial Blood Vessel in Oriya OdiaIn A Higher Place in Oriya OdiaHigh Spirits in Oriya OdiaHuman Race in Oriya OdiaSwarm in Oriya OdiaBookshop in Oriya OdiaBrowned Off in Oriya OdiaLodge in Oriya OdiaMr in Oriya OdiaNw in Oriya OdiaSupport in Oriya OdiaXerox Copy in Oriya OdiaOpen Up in Oriya OdiaNerve in Oriya OdiaEffect in Oriya OdiaDictator in Oriya OdiaFrance in Oriya Odia