Home Oriya Odia Dictionary

Download Oriya Odia Dictionary APP

Tie Oriya Odia Meaning

ଛନ୍ଦିହେବା, ଜୋଡିବା, ବାନ୍ଧିହେବା, ମିଶାଇବା, ଲଗାଇବା

Definition

ଯେଉଁ ବସ୍ତୁରେ କିଛି ବନ୍ଧାଯାଏ
ବାନ୍ଧିବାର କ୍ରିୟା ବା ଭାବ
ଏହି ଖେଳ ପ୍ରତିଯୋଗିତା ଯେଉଁଥିରେ ଦୁଇ ବା ତତୋଧିକ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି
ଦଉଡ଼ି, ଲୁଗାଆଦିକୁ ମୋଡ଼ି ଗଣ୍ଠି ପକାଇବା
ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
କୌଣସି ଜିନିଷକୁ ଏକାଠି ରଖି ବାନ୍ଧିବା

Example

ଯଶୋଦା କୃଷ୍ଣଙ୍କୁ ଫାଶଦ୍ୱାରା ଖୁଣ୍ଟରେ ବାନ୍ଧିଦେଉଥିଲେ
ଚୋର ବହୁତ ଚେଷ୍ଟାକଲା କିନ୍ତୁ ବନ୍ଧନ ଖୋଲି ପାରିଲା ନାହିଁ
ଆମେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ଖେଳ ପ୍ରତିଯୋଗିତା ଦେଖୁଛୁ
ଭାଉଜ ବେସନ ଲଡ଼ୁ ବଳୁଛନ୍ତି