Home Oriya Odia Dictionary

Download Oriya Odia Dictionary APP

Tighten Oriya Odia Meaning

କଷା ଯାଇଛି, ଚଢା ଯାଇଛି, ଟାଣିବା

Definition

ମଥୁରାର ରାଜା ଉଗ୍ରସେନଙ୍କ ପୁଅ ଯାହାଙ୍କୁ ଶ୍ରୀକୃଷ୍ଣ ହତ୍ୟାକରିଥିଲେ
ବନ୍ଧନକୁ ଦୃଢ଼ କରିବାପାଇଁ ରସି ଆଦିକୁ ଟାଣିବା
ଚାଲୁଣୀରେ ରଗଡ଼ିବା
ନଟବୋଲଟ୍‌କୁ ଦୃଢ଼କରି ବସାଇବା
ଢୋଲ, ସୀ ତାର ଆଦିର ଡୋରି ବା ତାର କଷିବା

Example

ରବି ଧାନର ବୋଝକୁ ଜୋରକରି ବାନ୍ଧିଲା
ସୀତା ହାଲୱା ତିଆରି କରିବାପାଇଁ ଗାଜରକୁ ଘଷୁଥିଲା
ସେ ରେଞ୍ଚିରେ ମେସିନର ନଟବୋଲଟ୍‌କୁ ଦୃଢ଼ କଲା
ବୀଣାରେ ତାର ଚଢ଼ା ଯାଇଛି