Home Oriya Odia Dictionary

Download Oriya Odia Dictionary APP

Timely Oriya Odia Meaning

କଳୋଚିତ, ସମୟାନୁକୁଳ, ସମୟାନୁସାରେ, ସମୟୋଚିତ

Definition

ସମୟ ସହିତ ସମ୍ବନ୍ଧ ରଖିବାବାଲା
ସମୟ ଅନୁସାରେ ଦେଖିଲେ ଯାହା ଉଚିତ୍‌ ବା ଉପଯୁକ୍ତ
ସମୟ ଅନୁସାରେ
ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର

Example

ପ୍ରେମଚନ୍ଦଙ୍କ କାହାଣୀ ଯୁଗୋପଯୋଗୀ
ସମୟାନୁସାରେ କାମକରି କଷ୍ଟରୁ ରକ୍ଷାପାଇ ହେବ
ସବୁ କାମ ସମୟ ଅନୁସାରେ କରିବା ଉଚିତ୍‌
ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ