Home Oriya Odia Dictionary

Download Oriya Odia Dictionary APP

Timer Oriya Odia Meaning

ଟାଇମର, ସମୟ ନିୟାମକ, ସମୟନିୟନ୍ତ୍ରକ

Definition

କୌଣସି କାର୍ଯ୍ୟ ବା ଉଦ୍ଦେଶ୍ୟ ସହଜରେ, ଶିଘ୍ର,ଜଲଦି ସୁବିଧାରେ ହୋଇପାରିବାର ସମୟ ପରିସ୍ଥିତି
ଷାଠିଏ କ୍ଷଣ ବା ଚବିଶ ମିନିଟ୍‌ ସମୟ
ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ
କୌଣସି ବଡ଼ ଯନ୍ତ୍ରର ଏକ ଅଂଶ ଯାହା ସମୟକୁ

Example

ଏହି କାମ କରିବାର ଅବସର ଆସିଗଲାଣି
ଆଜି ରାତିରେ ପିଲାଟି ଗୋଟିଏ ଘଡ଼ି ବି ଶୋଇଲା ନାହିଁ
ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି / ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି
ଅନେକ ଯନ୍ତ୍ରରେ ସମୟ ନିୟନ