Home Oriya Odia Dictionary

Download Oriya Odia Dictionary APP

Tingling Oriya Odia Meaning

ଝିମ୍ଝିମ୍, ସର୍ ସର୍

Definition

କମ୍ପିବାର କ୍ରିୟା ବା ଭାବ
ହାତ ବା ଗୋଡ଼ରେ ରକ୍ତ ସଂଚାଳନ ଅଟକିଗଲେ ହେଉଥିବା ରିମ୍ଝିମ୍ ଅନୁଭୂତି
ଏକପ୍ରକାରର ରୋଗ ଯେଉଁଥିରେ ହାତ ବା ପାଦରେ ରକ୍ତ ସଂଚାର ଅଟକିଯାଇ ଥରେ
ଭୟର କାରଣ ବା ଅନୁଭବ ହେବାର ଅବସ୍ଥା(ଅଧିକତର ସୁଖ)

Example

ଗୋଡ଼ ଉପରେ ଗୋଡ଼ ପକାଇ ବସିବାରୁ ମୋ ଡାହାଣଗୋଡ଼ ଝିମ୍ଝିମ୍ ହେଉଛି
ସେ ଚିକିତ୍ସକଙ୍କ ନିକଟକୁ ଥରା ରୋଗର ଚିକିତ୍ସାପାଇଁ ଯାଇଛି
ବେଳେବେଳେ କୌଣସି ଅଚାନକ ଆଶ୍ଚର୍ଯ୍ୟଜନକ କାମମଧ୍ୟ ଶିହରଣର କାରଣ ହୋଇଥାଏ