Home Oriya Odia Dictionary

Download Oriya Odia Dictionary APP

Tinny Oriya Odia Meaning

ବଦମାସ, ଲଫଙ୍ଗା, ହାରାମୀ

Definition

ନୀଚ ଓ ପାଜି
ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଯେ ଉପଦ୍ରବ କରେ
କାମ ବାସନାରେ ଅତ୍ୟଧିକ ଲିପ୍ତ ରହୁଥିବା ବ୍ୟକ୍ତି
ଯେ ବେକାରରେ ଏଣେ ତେଣେ ବୁଲୁଥାଏ
ଅକାରଣରରେ ଏଣେତେଣେ ବୁଲୁଥିବା ଲୋକ

Example

ସେ ଏକ ନମ୍ବରର ଲଫଙ୍ଗା
ସେ ଜଣେ ଉପଦ୍ରବୀ ବ୍ୟକ୍ତି
ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ ହଇରାଣ କରନ୍ତି
କାମୁକକୁ ଜୀବନର ସୁଖ କାମବାସନାରେ ହିଁ ଦେଖାଯାଏ
ରମେଶ ନିଜ ବେକାର ପୁଅ ଉପରେ ଦୁଃଖ