Home Oriya Odia Dictionary

Download Oriya Odia Dictionary APP

Tired Oriya Odia Meaning

ଅବସନ୍ନ, କ୍ଲାନ୍ତ, ଥକିଲା, ପରିଶ୍ରାନ୍ତ, ପୁରାତନ, ପୁରୁଣା, ପ୍ରାଚୀନ, ବିଶ୍ରାନ୍ତ

Definition

ଯେ ଥକି ଯାଇଛି ବା ଯିଏ ଥକ୍କା ହୋଇଛି
ଯେଉଁଥିରେ ତତ୍ପରତା ନାହିଁ
ଯାହାକୁ ପୀଡ଼ା ବା କଷ୍ଟ ଦିଆଯାଇଛି
ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
ଅଟକିଥିବା
ଯେ ବହୁତ ସମୟରୁ ଗୋଟିଏ ରୂପରେ ବ୍ୟବହାର ହୋଇଆସୁଛି
ପାଣି

Example

ପରିଶ୍ରାନ୍ତ ପଥିକ ଗଛଛାଇରେ ବିଶ୍ରାମ କରୁଛି
ପୋଲିସଦ୍ୱାରା ଉତ୍ପୀଡ଼ିତ ବ୍ୟକ୍ତି କାହା ନିକଟରେ ନିଜର ଅଭିଯୋଗ କରିବେ?
ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
ଅଟକିଥିବା କାମ