Home Oriya Odia Dictionary

Download Oriya Odia Dictionary APP

Titillate Oriya Odia Meaning

କୁତୁକୁତୁ କରିବା

Definition

ହସାଇବା ବା ଚିଡାଇବାପାଇଁ କାହାର ତଳିପାଦ, କାଖଆଦି କୋମଳ ଅଙ୍ଗକୁ ଆଉଁସିବା
ମଜା ବା କୌତୁକପାଇଁ ଚିଡ଼ାଇବା
କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା
କିଛି ଏଭଳି କରିବା ଯେଉଁଥିରୁ ଉତ୍ତେଜନା ଆସେ

Example

ମା’ ଛୁଆକୁ କୁତୁକୁତୁ କରୁଛନ୍ତି
ରାମୁ ସର୍ବଦା ଜେଜେଙ୍କୁ କୁତୁକୁତୁ କରେ
ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା
ଗାୟକ ନିଜର ଉତ୍ସାହ ପୂର୍ଣ୍ଣ ଗୀତରେ ଶ୍ରୋତାମାନଙ୍କୁ ଉତ୍ତେଜିତ କରୁଥିଲା