Home Oriya Odia Dictionary

Download Oriya Odia Dictionary APP

Together Oriya Odia Meaning

ଏକତ୍ର, ଏକାସାଙ୍ଗ, ଏକାସାଥି, ଏକାସାଥୀ, ମିଳିମିଶି, ସମୂହତଃ, ସାଙ୍ଗ, ସାଥୀ, ସାମୁହିକ ଭାବେ, ସାମୂହିକ ରୂପରେ

Definition

ସମୂହ ରୂପରେ
ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଯାହାର ଉପର ସ୍ତର ବା ତଳ ସ୍ତର ସମାନ କିମ୍ବା

Example

ଏହି ସଂସ୍ଥାର କର୍ମଚାରୀମାନେ ସାମୂହିକଭାବେ ଇସ୍ତଫା ପତ୍ର ଦେଇଦେଲେ
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ସମତଳ ଭୂମିରେ ଭଲ ଫସଲ ହୁଏ
ଆମେ