Home Oriya Odia Dictionary

Download Oriya Odia Dictionary APP

Toggle Oriya Odia Meaning

ଖୁଣ୍ଟ

Definition

କାନ୍ଥରେ ପିଟା ହୋଇଥିବା କାଠ, ଲୁହା ଆଦିର ମୋଟା ଖିଲ
ଛୋଟ ଖୁଣ୍ଟି
ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର
ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗ

Example

ଲୁଗା ଟାଙ୍ଗିବାପାଇଁ ସୀତା କାନ୍ଥରେ ଗୋଜ ପିଟୁଛି
ରାଘବ ପଡ଼ିଆ ମଝିରେ ଏକ ଖୁଣ୍ଟ ପୋତି ଛେଳିକୁ ସେଥିରେ ବାନ୍ଧିଲା
ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ
ଏଥର ଖୁଣ୍ଟାରୁ ମଧ