Home Oriya Odia Dictionary

Download Oriya Odia Dictionary APP

Toilet Oriya Odia Meaning

ମଳକୁଣ୍ଡ, ମଳପାତ୍ର

Definition

ପାଇଖାନା ବା ଝାଡ଼ା ଫେରିବାର ପ୍ରକ୍ରିୟା
ମଳତ୍ୟାଗ କରିବାପାଇଁ ତିଆରି କରାଯାଇଥିବା ସ୍ଥାନ
ଧର୍ମ ଅନୁସାରେ ପବିତ୍ର ହେବାର ଅବସ୍ଥା ବା ଭାବ

Example

ଗାଁରେ ଅଧିକାଂଶ ଲୋକେ ଖୋଲା ପଡ଼ିଆରେ ଶୌଚ କରନ୍ତି
ସାଧାରଣ ଲୋକଙ୍କ ସୁବିଧାପାଇଁ ସୁଲଭ ଶୌଚାଳୟ ତିଆରି ହୋଇଛି
ଗଙ୍ଗାଜଳର ପବିତ୍ରତାରେ କୌଣସି ସନ୍ଦେହ ନାହିଁ