Torch Oriya Odia Meaning
ଟର୍ଚ୍ଚ, ମଶାଲ, ଲୁଣ୍ଡା
Definition
ବାଡ଼ିରେ କନା ଗୁଡ଼ାଇ ତିଆରି କରାଯାଉଥିବା ବହୁତ ମୋଟା ଆଲୋକାଧାର ଯାହାକୁ ହାତରେ ଧରି ଚାଲିହୁଏ
ନିଆଁ ଲଗେଇବା
ବ୍ୟାଟେରୀଆଦିର ସହାୟତାରେ ଜଳୁଥିବା ଏକ ଛୋଟ ଉପକରଣ
Example
ଘନ ଅନ୍ଧାରରେ ଭିଡ଼ ଆଗରେ ଚାଲୁଥିବା କିଛି ଲୋକଙ୍କ ହାତରେ ମଶାଲ ଥିଲା
ଶତ୍ରୁତା କାରଣରୁ ମଙ୍ଗଳ ପଡ଼ୋଶୀଙ୍କ ଘର ଜଳେଇଦେଲା
ବାପା ରାତିରେ ନିଜ ମୁଣ୍ଡ ପାଖରେ ଟର୍ଚ୍ଚ୍ ରଖି ଶୁଅନ୍ତି
Progressive in Oriya OdiaTake in Oriya OdiaLxx in Oriya OdiaMischief in Oriya OdiaRoar in Oriya OdiaSecernment in Oriya OdiaCourt in Oriya OdiaTowel in Oriya OdiaHoly in Oriya OdiaHousewife in Oriya OdiaDesert in Oriya OdiaShake in Oriya OdiaJerking in Oriya OdiaAddible in Oriya OdiaAll-powerful in Oriya OdiaLine in Oriya OdiaHigh German in Oriya OdiaPresent in Oriya OdiaNonsense in Oriya OdiaDread in Oriya Odia