Home Oriya Odia Dictionary

Download Oriya Odia Dictionary APP

Totality Oriya Odia Meaning

ଟୋଟାଲ, ସମୂର୍ଣ୍ଣ

Definition

ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
ସଂପୂର୍ଣ୍ଣ ହେବାର ଅବସ୍ଥା ବା ଭାବ ଯେଉଁଥିରେ କୌଣସି ପ୍ରକାର ଊଣା ନ ଥାଏ

Example

ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
ଏହି ସଂସ୍ଥାର ସଂପୂର୍ଣ୍ଣତାପାଇଁ ଶ୍ୟାମ କଠିନ ପରିଶ୍ରମ କରୁଛି