Home Oriya Odia Dictionary

Download Oriya Odia Dictionary APP

Tout Oriya Odia Meaning

ଆସ୍ଫାଳନ କରିବା, ଫୁଟାଣି ମାରିବା, ବଡିମା ଦେଖାଇବା

Definition

ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
ଯୋଗ୍ୟତା ଦେଖାଇବାପାଇଁ ବଢ଼ିକରି କହିବା
ଗର୍ବ ଦେଖାଇବା ବା

Example

ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
ଲାଲା କରୋଡ଼ିମଲ ବହୁତ ଫୁଟାଣି ମାରନ୍ତି
ସେ ବହୁତ ଗର୍ବ କରେ
ଅହଂବାଦରୁ ଦୂରେଇ ରୁହ