Towering Oriya Odia Meaning
ଆକାଶଚୁମ୍ବୀ, ଉତ୍ତୁଙ୍ଗ, ଗଗନ ଭେଦୀ, ଗଗନ ସ୍ପର୍ଶୀ
Definition
ଯେଉଁ କୋଠା ବହୁତ ଉଚ୍ଚ ହୋଇଥାଏ
ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
ଯେ ବହୁତ ବଡ଼ ବା ଭଲ
ଯେ ଜାତି, ପଦ, ଗୁଣଆଦିର ଆଗରେ ଅଛି
ଯେଉଁ ଉଚ୍ଚତା ଆକାଶକୁ ଛୁଇଁବା ଭଳି ଲାଗେ
ଆକାଶକୁ
Example
ସେ ମୁମ୍ବାଇର ଆକାଶଚୁମ୍ବୀ ଭବନ ଦେଖି ବିସ୍ମିତ ହୋଇ ରହିଗଲେ
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ଶ୍ୟାମ ଉଚ୍ଚ ଜାତିର
ସହରରେ ନଭଶ୍ଚୁମ୍ବୀ ଭବନ ଦେଖିବାକୁ ମିଳେ
ଅଗଷ୍ଟ ପନ୍ଦର
Honey in Oriya OdiaRoumania in Oriya OdiaLocation in Oriya OdiaTell in Oriya OdiaMistress in Oriya OdiaNirvana in Oriya OdiaUndesirability in Oriya OdiaUzbek in Oriya OdiaTest in Oriya OdiaClog Up in Oriya OdiaUnblinking in Oriya OdiaGenealogy in Oriya OdiaMusing in Oriya OdiaAstrologist in Oriya OdiaLulu in Oriya OdiaProsecute in Oriya OdiaUse in Oriya OdiaUnderbred in Oriya OdiaNewsman in Oriya OdiaAuthoritative in Oriya Odia