Home Oriya Odia Dictionary

Download Oriya Odia Dictionary APP

Track Oriya Odia Meaning

ଥୟକରିବା, ଦୌଡେଇବା, ନିର୍ଦ୍ଦିଷ୍ଟ କରିବା, ନିଶ୍ଚିତ କରିବା, ରେଳଧାରଣା, ରେଳପଥ, ରେଳରାସ୍ତା, ସ୍ଥିରକରିବା

Definition

ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ରେଳଗାଡ଼ି ଚାଲୁଥିବା ଲୁହାର ସମାନାନ୍ତର ଲମ୍ବା ଓ ଓସାରିଆ ଧାରଣା
ଦୁଇଟି ବସ୍ତୁ ବା ବିନ୍ଦୁ ମଧ୍ୟରେ ଥିବା ସ୍ଥାନ ବା ମାତ୍ରା
ଦୂର ହେବାର ଅବସ୍ଥ

Example

ଆମ ସହର ଦେଇ ନୂଆ ରେଳଧାରଣା ବିଛା ହେଉଛି
ଘରଠାରୁ କାର୍ଯ୍ୟାଳୟର ଦୂରତା ପାଖାପାଖି ଏକ କିଲୋମିଟର ହେବ
ଝଗଡ଼ାହେତୁ ଦୁଇଭାଇଙ୍କ ମଧ୍ୟରେ ଦୂରତ୍ୱ ବଢ଼ିଯାଉଛି
ମୁଁ ସେହି ଦୂରସ୍ଥାନକୁ ବି ଦେଖିପାରୁଛି