Home Oriya Odia Dictionary

Download Oriya Odia Dictionary APP

Traditional Oriya Odia Meaning

ପରମ୍ପରାଗତ, ପାରମ୍ପରିକ

Definition

ଯାହା ପରମ୍ପରାରେ ଚାଲି ଆସିଛି
ନିରନ୍ତର ହେଉଥିବା
ପୁରାଣ ସମ୍ବନ୍ଧୀୟ ବା ପୁରାଣର
କ୍ରମରେ ଆସିଥିବା

Example

ସେ ବିବାହ ଅବସରରେ ପାରମ୍ପରିକ ବେଶଭୂଷାରେ ବହୁତ ସୁନ୍ଦର ଦେଖା ଯାଉଥିଲା
ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା
ଆଈ ଆମକୁ ପୌରାଣିକ କଥା ଶୁଣାଉଥିଲେ