Home Oriya Odia Dictionary

Download Oriya Odia Dictionary APP

Traitor Oriya Odia Meaning

ରାଜଦ୍ରୋହୀ

Definition

ବିଶ୍ୱାସଘାତକତା କରିବା ବ୍ୟକ୍ତି
ଯେ ଦେଶପ୍ରତି ଦ୍ରୋହ କରିଛି
ଛଳ କପଟ କିମ୍ବା କୌଣସି ପ୍ରକାରର ଚରିତ୍ରହୀନତା କରିବା
ଯେ କାହା ବିରୁଦ୍ଧରେ ବିଦ୍ରୋହ କରେ
ଯିଏ ବିଦ୍ରୋହ କରେ
ନିଜ ଦେଶ ପ୍ରତି ଦ୍ରୋହ କରିଥିବା ବ୍ୟକ୍ତି
ଯେ ବିଶ୍ୱାସଘାତ କରେ

Example

ଦେଶଦ୍ରୋହୀ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ମିଳିବା ଉଚିତ
ବେଇମାନ ଲୋକମାନଙ୍କ ଉପରେ ଭରସା କରିବା ଉଚିତ ନୁହେଁ
ବିଦ୍ରୋହୀ ଲୋକମାନେ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ