Home Oriya Odia Dictionary

Download Oriya Odia Dictionary APP

Transfer Oriya Odia Meaning

ପରିବହନ, ବଦଳି, ସ୍ଥାନାନ୍ତର କରିବା, ସ୍ଥାନାନ୍ତରଣ, ସ୍ଥାନାନ୍ତରିତ କରିବା, ହସ୍ତାନ୍ତରକ

Definition

ଜଣଙ୍କ ହାତରୁ ଅନ୍ୟ ଜଣଙ୍କ ହାତକୁ ଯିବା ବା ଦିଆଯିବା ପ୍ରକ୍ରିୟା
ଅଧିକାରୀ ବା କାର୍ଯ୍ୟକର୍ତ୍ତାଙ୍କର ଏକସ୍ଥାନ ବା ବିଭାଗରୁ ଅନ୍ୟସ୍ଥାନକୁ ବା ବିଭାଗକୁ ପଠେଇଦେବାର ପ୍ରକ୍ରିୟା
ବାଜା ମୁହଁରେ ଚମଡ଼ା ଆଦି ଲଗାଇବା
ଚାରିଆଡ଼ୁ ଘେରେଇବା ବା ଗୁଡ଼େଇ ଦେବା
ଚିତ୍ର, ଦର୍ପଣଆଦି ଫ୍ରେମରେ ଲଗାଇବା
ପୁସ୍ତକ

Example

ଏହି କଂପାନୀର ହସ୍ତାନ୍ତରଣ ହୋଇସାରିଛି
ଏହି କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କ ବଦଳି ହୋଇଯାଇଛି
ସେ ଢୋଲ ଉପରେ ନୂଆ ଚମଡ଼ା ଚଢ଼ଉଛି
ମାଳି ବଗିଚାକୁ ତାରରେ ଘେରାଉଛି
ସେ ଭଗବାନଙ୍କ ଫଟୋ ବନ୍ଧେଇ କରୁଛି
ମନୋଜ ନିଜ ନୂଆ ପୁସ୍ତକଗୁଡ଼ିକରେ ମଲାଟ ମଡାଉଛି
ସେ ତାର