Home Oriya Odia Dictionary

Download Oriya Odia Dictionary APP

Transformation Oriya Odia Meaning

ରୂପାନ୍ତର, ରୂପାନ୍ତରଣ

Definition

ବଦଳିବାର କ୍ରିୟା ବା ଭାବ
କୌଣସି ବସ୍ତୁର ସାଧାରଣ ଅବସ୍ଥା ଅଥବା କୌଣସି ନିଶ୍ଚିତ ରୂପ ବ୍ୟତୀତ ଅନ୍ୟଏକ ରୂପକୁ ପରିବର୍ତ୍ତିତ ହେବା ରୂପ
ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ସେହି

Example

ପରିବର୍ତ୍ତନ ସଂସାରର ନିୟମ
ଅଟା ଗହମର ରୂପାନ୍ତର
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ
ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍