Home Oriya Odia Dictionary

Download Oriya Odia Dictionary APP

Transience Oriya Odia Meaning

କ୍ଷଣଭଙ୍ଗୁରତା, କ୍ଷଣିକତା

Definition

ଅନିତ୍ୟ କିମ୍ବା ଅସ୍ଥାୟୀ ହେବାର ଅବସ୍ଥା ବା ଭାବ
ଖୁବ୍ କମ୍ ସମୟ ପାଇଁ ସ୍ଥାୟୀ ହେବାର ଅବସ୍ଥା

Example

ଜୀବ ଏବଂ ଜଗତର ଅନିତ୍ୟତା ସର୍ବବିଦିତ
ଆମେ ଜୀବନର କ୍ଷଣଭଙ୍ଗୁରତାକୁ ଧ୍ୟାନରେ ରଖି ସତ୍‌କର୍ମ କରିବାପାଇଁ ଚେଷ୍ଟା କରିବା ଉଚିତ