Home Oriya Odia Dictionary

Download Oriya Odia Dictionary APP

Translation Oriya Odia Meaning

ଅନୁବାଦ, ଭାଷାନ୍ତର, ରୂପାନ୍ତର, ରୂପାନ୍ତରଣ

Definition

ଗୋଟିଏ ଭାଷାରେ ଲେଖା ହୋଇଥିବା ବିଷୟ ବା କୁହାଯାଉଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା କାର୍ଯ୍ୟ
ଅଧିକାରୀ ବା କାର୍ଯ୍ୟକର୍ତ୍ତାଙ୍କର ଏକସ୍ଥାନ ବା ବିଭାଗରୁ ଅନ୍ୟସ୍ଥାନକୁ ବା ବିଭାଗକୁ ପଠେଇଦେବାର ପ୍ରକ୍ରିୟା
ଅନୁବାଦିତ ରଚନା

Example

ଅଧିକାଂଶ ଭାଷାରେ ରାମାୟଣର ଅନୁବାଦ ହୋଇଛି
ଏହି କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କ ବଦଳି ହୋଇଯାଇଛି
ଏହି ଅନୁବାଦରେ ବହୁତ ଗୁଡ଼ିଏ ଭୁଲ ରହିଛି