Home Oriya Odia Dictionary

Download Oriya Odia Dictionary APP

Transmission Oriya Odia Meaning

ଛୁଁଆ, ପ୍ରସାରଣ

Definition

ଯାହା ଲୋକ ଅବା ସମୂହ ପାଖକୁ ପଠାଯାଇଥାଏ
ଜଣଙ୍କ ହାତରୁ ଅନ୍ୟ ଜଣଙ୍କ ହାତକୁ ଯିବା ବା ଦିଆଯିବା ପ୍ରକ୍ରିୟା
କୌଣସି ବିଷୟ ଲୋକପ୍ରିୟ ବା ପ୍ରସାର କରିବାର ପ୍ରକ୍ରିୟା
ରେଡିଓ ମାଧ୍ୟମରେ ସଙ୍ଗୀତ, ଭାଷଣ ଆଦି ଶୁଣାଇବାପାଇଁ ଲୋକମାନଙ୍

Example

ସଂଚାର ଦ୍ୱାରା ଗୋଟିଏ ସ୍ଥାନର ସଂସ୍କୃତି ଏବଂ ସଭ୍ୟତା ଅନ୍ୟ ଜାଗାରେ ପହଁଚେ
ଏହି କଂପାନୀର ହସ୍ତାନ୍ତରଣ ହୋଇସାରିଛି
ବିଜ୍ଞାପନ ହିଁ ପ୍ରସାରଣର ଉତ୍ତମ ମାଧ୍ୟମ
ଏହା ଆକାଶବାଣୀ କଟକର ପ୍ରସାରଣ କେନ୍ଦ୍ର