Home Oriya Odia Dictionary

Download Oriya Odia Dictionary APP

Transmitted Oriya Odia Meaning

ଆନୁବଂଶିକ, ପୈତୃକ, ପ୍ରସାରିତ, ବଂଶଗତ, ବଂଶାନୁକ୍ରମିକ

Definition

ଯେ କୌଣସି ବଂଶର ସମକକ୍ଷ ହୋଇଆସୁ ଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
ଯାହା ପଠାଯାଇଅଛି
ପିତାଙ୍କ ସମ୍ବନ୍ଧୀୟ
ସଙ୍ଗୀତ, ଭାଷଣ ଆଦିକୁ ରେଡ଼ିଓ ଦ୍ୱାରା ପ୍ରସାରଣ

Example

ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
ଆପଣଙ୍କ ପ୍ରେରିତ ପତ୍ର ମୋତେ ମିଳିଛି
ସେମାନେ ପୈତୃକ ସମ୍ପତ୍ତି ବାଣ୍ଟିବାପାଇଁ ଝଗଡ଼ା କରୁଥିଲେ
ପାଣିର ବହୁଳତା କାରଣରୁ କ୍ଷେତରେ