Home Oriya Odia Dictionary

Download Oriya Odia Dictionary APP

Trauma Oriya Odia Meaning

ଆଘାତ

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
ମନକୁ ଲାଗିଥିବା ଆଘାତ
କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚିହ୍ନ
ସମୟର

Example

ସେ ଲାଠିରେ ମୋତେ ଆଘାତ କଲା
ତାର କଥା ମୋତେ ଆଘାତ ଦେଲା
ମାଆ ଘାଆ ଉପରେ ମଲମ ଲଗାଉଛନ୍ତି
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
ଘାଆଟି