Home Oriya Odia Dictionary

Download Oriya Odia Dictionary APP

Trend Oriya Odia Meaning

ଚଳନ, ପ୍ରଚଳନ, ଫେଶନ

Definition

ବ୍ୟକ୍ତି ବା ବସ୍ତୁଠାରେ ସବୁବେଳେ ପ୍ରାୟତଃ ଏକ ପ୍ରକାରର ମୁଖ୍ୟ ଗୁଣ
କାହା ଆଡ଼କୁ ଢଳି ଯିବାର ପ୍ରକ୍ରିୟା
କୌଣସି ବସ୍ତୁ,ବ୍ୟକ୍ତି ଆଦିଙ୍କୁ କିଣିବା ତଥା ବିକିବା କ୍ରିୟା

Example

ସେ ସ୍ୱଭାବରେ ଲାଜକୁଳା
ଏଥର ଭୋଟର ପଲା କଂଗ୍ରେସ ଆଡକୁ ରହିଛି
ବିଶ୍ବାସ ମତ ଯୁଟାଇବା ନିମନ୍ତେ ନେତା ଖରିଦ-ବିକ୍ରିରେ ଲାଗିଛନ୍ତି