Home Oriya Odia Dictionary

Download Oriya Odia Dictionary APP

Trespass Oriya Odia Meaning

ଅତିକ୍ରମଣ, ଅନୁପ୍ରବେଶ କରିବା, ଅଭିଲଙ୍ଘନ , ଉଲଙ୍ଘନ, ପଶିବା, ପଶିଯିବା, ପ୍ରବେଶ କରିବା, ଲଙ୍ଘନ

Definition

ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା
କୌଣସି ହେବାକୁ ଯାଉଥିବା କାମରେ କିଛି ପରିବର୍ତ୍ତନ କରିବାପାଇଁ

Example

ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ
ସେ ମୋର ଏହି କାମରେ ବି ହସ୍ତପେକ୍ଷ କରୁଛନ୍ତି
ଅତିଚାର କାରଣରୁ ଗ୍ରହମାନଙ୍କ ସ୍ଥିତି ବଦଳିଯାଇଛି