Home Oriya Odia Dictionary

Download Oriya Odia Dictionary APP

Tribal Oriya Odia Meaning

ଜନଜାତୀୟ

Definition

ଜନଜାତି ସମ୍ବନ୍ଧୀୟ
କୁଟୁମ୍ବ ସମ୍ବନ୍ଧୀୟ ବା କୁଟୁମ୍ବର
ପଶ୍ଚିମ ପାକିସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା କୌଣସି କବୀଲାର ବ୍ୟକ୍ତି
ଜନଜାତିର ବା ଜନଜାତି ସମ୍ବନ୍ଧିତ
କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ

Example

ଜନଜାତୀୟ ଗୋଷ୍ଠୀସମୂହର ବିକାଶପାଇଁ ସରକାରଙ୍କୁ ଆହୁରି ଅଧିକ ଉତ୍ତମ ନୀତି ଅବଲମ୍ବନ କରିବାକୁ ପଡ଼ିବ
କୁଟୁମ୍ବୀ ସର୍ଦାରମାନେ ନିଜନିଜ ମଧ୍ୟରେ ଲଢ଼େଇ କରୁଛନ୍ତି
କବାୟଲୀମାନେ ନିରକ୍ଷରତା ଓ ଗରିବୀର ଶିକାର ହୋଇଛନ୍ତି