Home Oriya Odia Dictionary

Download Oriya Odia Dictionary APP

Trim Oriya Odia Meaning

ଋଣ ଛାଡ କରିବା, କଟା, ଛାଡ କରିବା, ସୁବିନ୍ୟସ୍ତ, ସୁବ୍ୟବସ୍ଥିତ

Definition

ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ଭଲ ଭାବରେ ବ୍ୟବସ୍ଥିତ ବା ଯେ ଭଲ ଭାବରେ ବିନ୍ୟସ୍ତ
ବାଛି ଅଲଗା କରିବା ପ୍ରକ୍ରିୟା
ଲାଭପ୍ରଦ ଢଙ୍ଗରେ ବା ଏହିପରି ଯାହାଦ୍ୱାରା ଲାଭ ହେବ
ଯାହା

Example

ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ଏଣେତେଣେ ପଡ଼ିଥିବା ସବୁ ଜିନିଷକୁ ସେ ସଜାଡ଼ି ଦେଲା
ଛଟେଇ ପରେ କେବଳ ଦଶଜଣ ମୂଲିଆ ରହିଗଲେ
ମୋର ବ୍ୟବସାୟ ଠିକ୍ଠାକ୍ ଭାବରେ ଚାଲିଛି
ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣ