Home Oriya Odia Dictionary

Download Oriya Odia Dictionary APP

Trim Down Oriya Odia Meaning

ଋଣ ଛାଡ କରିବା, ଛାଡ କରିବା

Definition

ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ବାଛି ଅଲଗା କରିବା ପ୍ରକ୍ରିୟା
ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
କାଟିକରି ଅଲଗା କରିବା
କାଟି ଅଲଗା କରିବା
କୌଣସି ବସ୍ତୁକୁ ଏକ

Example

ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ଛଟେଇ ପରେ କେବଳ ଦଶଜଣ ମୂଲିଆ ରହିଗଲେ
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ସେ ଛାତ ଉପରକୁ ଓହଳିଥିବା ଡାଳଟିକୁ କାଟିଦେଲେ
ମା ଚାଉଳ ବାଛୁଛନ୍ତି
ଶୀଲା ସକାଳୁ ଲୁଗା ଧୋଉଥିଲା
ଠିକାଦାର ଦଶଜଣ ଶ୍ରମିକକୁ ବାହାର କରିଦେଲେ